+100%-

Vision and Mission


UTKAL UNIVERSITY

Foundation: 27.11.1943
THE FOUNDATION OF THIS CAMPUS OF UTKAL UNIVERSITY
AT VANIVIHAR BHUBANESWAR WAS LAID BY
DOCTOR RAJENDRA PRASAD, THE FIRST PRESIDENT OF THE REPUBLIC OF INDIA
ON THE FIRST DAY OF JANUARY, 1958.

THIS CAMPUS OF THE UTKAL UNIVERSITY AT VANIVIHAR, BHUBANESWAR WAS INAUGURATED BY DOCTOR S. RADHAKRISHNAN, BHARATARATNA, PRESIDENT OF THE REPUBLIC OF INDIA ON THE SECOND DAY OF JANUARY 1963.

In the Crest of the Utkal University, the Ship symbolizes maritime activities and the Stalk of Corn represents the beneficence of agriculture while the Mount and the Fort stand for natural bounty and the past military glory respectively of the land of Utkal Against this background Utkal University seeks to spread light and learning, with Lamp and Book as emblems, and to propagate its highest ideal, SATYAM PARAMA DHIMAHI, meditate on the Highest Truth.

ଉତ୍କଳ ବିଶ୍ଵବିଦ୍ୟାଳୟ

ପ୍ରତିଷ୍ଠା — ୨୭.୧ ୧.୧୩
ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ବର ପରିସରରେ ଭିଭିପ୍ରତିଷ୍ଠା

ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ

ସାଧାରଣତନ ଭାରତର ପ୍ରଥମ ରାଷ୍ଟ୍ରପବ କର କମଳରେ ୧୯୫୮ ମସିହା, ଜାନୁଆରୀ ୧ ତାରିଖରେ କରାଯାଇଥିଲା ।

ଉଜଳ ବିଶ୍ଵବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ବର ପରିସରର ଶୁଭ ଉଦ୍ଘାଟନ

ଭାରତରତ୍ନ ଡ଼କ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ

ସାଧାରଣତନ୍ତ୍ର ଗାଡ଼ିର ଦ୍ବିତୀୟ ରାଷ୍ଟ୍ରପତିଙ୍କ କର କମଳରେ ୧୯୬୩ ମସିହା, ଜାନୁଆରୀ ୨ ତାରିଖରେ କରାଯାଇଥିଲା ।

ଆମ ପ୍ରତୀକ

ଆମ ବିଶ୍ୱବିଦ୍ୟାଳୟର ପ୍ରତାକରେ ପୁସ୍ତକ, ପ୍ରଜନିତ ଦୀପ, ଶସ୍ୟକେଣ୍ଡା, ପର୍ବତ, ଦୁର୍ଗର ଭଗ୍ନାବଶେଷ ଏବଂ ଏକ ନୌକା ସ୍ଥାନିତ ପୁସ୍ତକ ଓ ଦୀପ ଜ୍ଞାନ ମାଧ୍ୟମରେ ଅନ୍ଧକାରରୁ ମୁକ୍ତିକୁ ସୁଚେଇ ଦିଏ। ଏକ ପ୍ରଜ୍ବଳିତ ପ୍ରଦୀପ ଶତାଧିକ ଦୀପକୁ ପ୍ରଜ୍ବଳନ କରିଥାଏ। ଶସ୍ୟକେଶା କୃଷିର ସଙ୍କେତ କୃଷିର ପ୍ରଚଳନ ମାନବ ସଭ୍ୟତାର ପ୍ରଥମ ସୋପାନ। ଓଡ଼ିଶାର ବନସରି, ପ୍ରାକୃତିକ ଶୋଭା, ଖଣିଜ ସମ୍ପଦ, ଶିଳ୍ପର ସୂଚକ ହେଉଛି ପର୍ବତ, ଦୁର୍ଗର ଭଗ୍ନାବଶେଷ ଆମ ସାମରିକ ଐତିହ୍ୟକୁ ବହନ କରୁଛି, ନୌକା ଓଡ଼ିଶାର ସମୃଦ୍ଧଶୀଳ ନୌବାଣିଜ୍ୟର ଚିହ୍ନ “ସତ୍ୟ ପଉମ ମହି”, ସର୍ବୋଚ୍ଚ ସତ୍ୟ ବିଷୟରେ ମନନ ଆମର ଶ୍ରେୟ ଆମ ପ୍ରତକର ବାର୍ତ୍ତା ।

VISION:

  • To be a centre of excellence in higher education with a focus on innovative teaching, learning, research, consultancy and extension activities for building a creative, enlightened and productive civil society.

MISSION:

  • To provide the students with knowledge, skills, values and sensitivity necessary for successful citizenship.
  • To create and disseminate knowledge through interdisciplinary research and creative inquiry in developing a meaningful and sustainable society.
  • To equip the students with problem solving, leadership and teamwork skills and inculcating a sense of commitment to quality, ethical behavior and respect for others.
  • To provide a platform for free flow of ideas where discovery and creativity will foster professional growth and will usher in a better world.
  • To ensure academic excellence in this dynamic knowledge economy by exposing the students to new ideas, new ways of understanding, new ways of knowing in their journey of intellectual transformation.

 ଦୂରଦୃଷ୍ଟି

  • ଉଚ୍ଚଶିକ୍ଷାର ଉକୃଷ୍ଟକେନ୍ଦ୍ର ହେବାପାଇଁ ମୌଳିକ ଦୃଷ୍ଟିସଂପନ୍ନ ଶିକ୍ଷାଦାନ, ଶିକ୍ଷଣ ଓ ଗବେଷଣାର ସଂପ୍ରସାରଣ କରିବା – ସୃଜନଶୀଳ, ଗଠନ ମୂଳକ ତଥା ଉତ୍ପାଦନକ୍ଷମ ନାଗରିକ ସମାଜ ଗଠନ ଉପରେ ଗୁରୁତ୍ୱ ପ୍ରଦାନକରି ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ରୂପେ ଗଢିତୋଳିବା

ଇକ୍ଷ୍ୟ

  • ସୁନାଗରିକଭାବେ ଜୀବନ ନିର୍ବାହ କରିବାକୁ ଶିକ୍ଷାର୍ଥୀମାନଙ୍କୁ କାଳ, ବିଜ୍ଞାନ, କୌଶଳ, ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରିବା ଓ ପରିପାର୍ଶ୍ୱ ପ୍ରତି ବାୟବବ,ସମ୍ବେଦନଶୀଳ ହେବାକୁ ସଚେତନ କରିବା
  • ଆନ୍ତର୍ବିଦ୍ୟା ଓ ବହୁବିଷୟକ ଗବେଷଣା ମାଧ୍ୟମରେ ପ୍ରଗତିଶୀଳ, ଜ୍ଞାନସମ୍ଭବ ପୋଷଣୀୟ ସମାଜ ନିର୍ମାଣ କରିବା ପାଇଁ ଅକ୍ଳେଶ ଜାରିରଖିବା
  • ସମସ୍ୟା ସମାଧାନ,ସମ୍ମାନବୋଧ, ନେତୃତ୍ବ ପ୍ରଦାନ ତଥା ମିଳିତକାର୍ଯ୍ୟ ପାଇଁ ଆଗ୍ରହ ସୃଷ୍ଟିକରି, ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଚରିତ୍ର ଗଠନ, ନୈତିକତା, ଗୁଣବତ୍ତା ପ୍ରତି ପ୍ରତିଶ୍ରୁତିବଦ୍ଧ କରାଇବା
  • ମୁକ୍ତଚିନ୍ତା,ସର୍ଜନା, ଆବିଷାର ଓ ବୃତ୍ତଗତ ଜନ୍ମତି ପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତକରିବା ଓ ଚେତନାର ଉତ୍ତରଣ ମାଧ୍ୟମରେ ଜଗତକୁ ଏକ ଉତ୍ତମ ସ୍ଥାନରେ ପରିଣତ କରିବା।
  • ଛାତ୍ରଛାତ୍ରୀମାନଙ୍କୁ ନୂତନ ଚିନ୍ତାଧାରା,ଜ୍ଞାନ ଆହରଣର ନୂତନମାର୍ଗ ମାଧମରେ ଗତିଶୀଳ ଜ୍ଞାନଭିତ୍ତକ ଅର୍ଥନୀତି ସଂପର୍କରେ ସଚେତଳ କରିବା ତଥା ସେମାନଙ୍କ ବୌଦ୍ଧିକ ରୂପାନ୍ତର ଆମର କାମ୍ୟ ।